UTTAR PRADESH

ଦୁଃଖଦ ଖବର: ବଜ୍ରପାତ ଯୋଗୁଁ ୬୧ ଜଣଙ୍କ ମୃତ୍ୟୁ

ଜୟପୁର: ମୌସୁମୀ (Monsoon) ଆରମ୍ଭ ହେବା ସହିତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଯେତେବେଳେ ପାଗ ବଦଳିଗଲା, ଲୋକମାନେ ବୁଲିବାକୁ ବାହାରିଲେ। ବଜ୍ରପାତ...

UP Population Bill: ଦୁଇରୁ ଅଧିକ ସନ୍ତାନଥିଲେ; ମିଳିବନି ରେସନ, ସରକାରୀ ଚାକିରି, ଲଢିପାରିବନି ନିର୍ବାଚନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ (Uttar Pradesh) ସରକାର  ଆଗାମୀ ଦିନରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ (Population Control)  ଆଣୁଛନ୍ତି। ଏହାକୁ ନେଇ ଯୋଗୀ ଆଦିତ୍ୟନାଥ (Yogi Adityanath) ସରକାର...

CM ଯୋଗୀଙ୍କ 3T ସୂତ୍ରର ପ୍ରଭାବ UP ରେ ଗତ ୨୪ ଘଣ୍ଟାରେ ମାତ୍ର ୨୨୦୦ ପଜିଟିଭ ଚିହ୍ନଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶ (Uttar Pradesh) ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଙ୍କ ଥ୍ରୀ-ଟି (3T) ପରୀକ୍ଷା, ଟ୍ରାକିଂ ଏବଂ ଚିକିତ୍ସା(Testing, Tracking and Treatment)...

Corona Virus:ବର୍ତ୍ତମାନ ପଶୁମାନଙ୍କଠାରୁ ମଧ୍ୟ କରୋନା ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ: କୋଭିଡ-୧୯ (Covid-19) ମହାମାରୀର ଦ୍ୱିତୀୟ ଲହର (Second Wave) ଦେଶରେ ଦୁଃଖଦ ଘଟଣା ସୃଷ୍ଟି କରିଚାଲିଛି। କରୋନାର ବିପଦ ବଢିବାରେ ଲାଗିଛି। ବର୍ତ୍ତମାନ କରୋନା ଭୂତାଣୁ...

Resigns: ଝିଅ ପାଇଁ ଛୁଟି ନମିଳିବାରୁ ଇସ୍ତଫା ଦେଲେ ଡେପୁଟି ଏସପି

ଝିଅର ସ୍ନେହ ଆଗରେ ବହୁତ ବଡ ସରକାରୀ ଚାକିରୀ ତୁଚ୍ଛ। ଆଉ ଶେଷରେ ଜଣେ ବାପା ନିଜର ଡେପୁଟି ଏସପି (DSP) ପଦବୀରୁ ଇସ୍ତପା ଦେଇଛନ୍ତି। ଏମିତି...

କାର ଉପରେ ଟ୍ରକ୍ ଓଲଟି ୮ଜଣ ବରଯାତ୍ରୀ ମୃତ; ତିନି ପରିବାରର ୬ ଜଣ ମହିଳା ପ୍ରାଣ ହରାଇଛନ୍ତି

କୁଶମ୍ବୀ: ବୁଧବାର ସକାଳେ ଉତ୍ତରପ୍ରଦେଶର କୁଶମ୍ବୀ (Kaushambi) ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାହାଘରରୁ ଫେରୁଥିବା କାର ଉପରକୁ ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି...

Mission Shakti: ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ମହିଳା ସୁରକ୍ଷା ପାଇଁ ସ୍ୱତନ୍ତ୍ର ସଚେତନତା ଅଭିଯାନ

ଉତର ପ୍ରଦେଶ: ଉତର ପ୍ରଦେଶ ସରକାର ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ଅପରାଧକୁ ନିୟନ୍ତ୍ରଣ କରିବା ତଥା ଏ ସଂପର୍କରେ ସଚେତନତା ସୃଷ୍ଟିକରିବା ଉଦ୍ଦେଶ୍ୟରେ ଏକ ଛଅମାସ...

Watch: ୟୁପି STF ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ସିଂଙ୍କୁ ଗିରଫ

ଉତରପ୍ରଦେଶ: ବଲିଆ ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ସିଂ (Dhirendra Singh)ଙ୍କୁ ଆଜି ରବିବାର ଲକ୍ଷ୍ନୌ ଜାନେସର ପାର୍କ ନିକଟରେ ୟୁପି ଏସଟିଏଫ (Special Task...

Hathras Case: ହାଥରସ୍ ମାମଲାରେ ନକ୍ସଲ ସଂଯୋଗ, ପୀଡିତାଙ୍କ ନକଲି ଭାଉଜ ସାଜି ଚାଲିଥିଲା ଷଡଯନ୍ତ୍ର

ହାଥରସ୍ : ଉତ୍ତରପ୍ରଦେଶର ହାଥରସ୍ (Hathras) ମାମଲାରେ ପ୍ରତିଦିନ ନୂଆ ନୂଆ ଘଟଣା ଆସୁଛି। ହାଥରସ୍ ଉପରେ ଯୋଗୀ ସରକାର କଡା କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ ନିର୍ଦ୍ଦେଶ...

Hathras Case : ରାତିରେ କାହିଁକି ପୀଡିତାଙ୍କ ଶବଦାହ କଲେ, ସୁପ୍ରିମକୋର୍ଟରେ ଉତ୍ତର ଦେଲେ ଯୋଗୀ ସରକାର

ଲକ୍ଷ୍ନୌ (ମହିମା ଲାଇଭ ବ୍ୟୁରୋ): ଉତ୍ତର ପ୍ରଦେଶରେ ହାଥରସ (Hathras) ର ଘଟଣା ଉପରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କହିଛନ୍ତି ଯେ...

Hathras Case: ହାଥରସ୍ ମାମଲାରେ ବଡ ଖୁଲାସା, ୟୁପିରେ ଜାତିଗତ ଦଙ୍ଗା ପାଇଁ ରାତାରାତି ‘ଦଙ୍ଗା ୱେବସାଇଟ୍’ ତିଆରି

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ହାଥରସ୍ (Hathras) ବଳାତ୍କାର ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହେଉଛି। ସୁରକ୍ଷା ଏଜେନ୍ସିଗୁଡିକ ଅନେକ ସୂଚନା ପାଇଛନ୍ତି ଯେ ଏହି ମାମଲାର...

Ten States: NCRB ତଥ୍ୟ ଅନୁସାରେ ଭାରତର ୧୦ଟି ରାଜ୍ୟରେ ମହିଳା ଅସୁରକ୍ଷିତ!

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ନିକଟରେ ହାଥରସ (Hathras) ମାମଲା କୁ ନେଇ ଦେଶ ସାରା ଚର୍ଚ୍ଚା ଜୋର ଧରିଛି। ରାଜନୀତି ଦଳ ନିଜ ନିଜ ଫାଇଦା...

Hathras:ହାଥରସ୍ ମାମଲାରେ ସିଏମ୍ ଯୋଗୀଙ୍କ CBI ତଦନ୍ତ ପାଇଁ ସୁପାରିଶ,ପିଡ଼ିତାଙ୍କ ଭାଇ କହିଲେ ଆମେ କହିନଥିଲୁ

ନୂଆଦିଲ୍ଲୀ(ମହିମା ଲାଇଭ ବ୍ୟୁରୋ): ହାଥରସ୍ (Hathras) ବଳାତ୍କାର ମାମଲାରେ ସାରା ଦେଶରେ ଚର୍ଚ୍ଚାର ବିଷୟ ରହିଛି। ହାଥରସ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ସିଏମ୍ ଯୋଗୀ ଆଦିତ୍ୟନାଥ (Yogi...

UP Hathras Case: ବିଜେପି କହିଛି ରାହୁଲ-ପ୍ରିୟଙ୍କା ହସଖୁସିରେ ହାଥରସକୁ ଯାଉଛନ୍ତି, ଯାଉଥିବା ଭିଡିଓ ଭାଇରାଲ

ହାଥରସ(ମହିମା ଲାଇଭ ବ୍ୟୁରୋ): ଉତ୍ତର ପ୍ରଦେଶ ହାଥରସ ମାମଲାକୁ ନେଇ ବର୍ତ୍ତମାନ ସାରା ଦେଶରେ ଖବର ଚର୍ଚ୍ଚିତ ରହିଛି। ସମସ୍ତ ରାଜନୈତିକ  ଦଳ ଯୋଗୀ ଆଦିତ୍ୟନାଥ (Yogi...

Ayodhya:୨୮ ବର୍ଷ ପରେ ଆଜି ଆସିବ ବାବ୍ରି ମସଜିଦ ଢାଞ୍ଚା ଭାଙ୍ଗିବା ମାମଲାର ରାୟ,ସାରା ଦେଶର ନଜର

ଅଯୋଧ୍ୟା: ଅଯୋଧ୍ୟା ବିବାଦୀୟ ବାବ୍ରି ମସଜିଦ ଢାଞ୍ଚା ଭାଙ୍ଗିବା ମାମଲାରେ ୨୮ ବର୍ଷ ପରେ ଆଜି ଆସିବ ରାୟ। ଡିସେମ୍ବର ୬ , ୧୯୯୨ ରେ, ଅଯୋଧ୍ୟା...

Covid19 India: ସର୍ବାଧିକ ସୁସ୍ଥତା ଓ ଆକ୍ରାନ୍ତ ୧୦ ରାଜ୍ୟରେ ଓଡ଼ିଶା,ଭାରତରେ ସୁସ୍ଥତା ହାର ୮୩ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶ ପାଇଁ ଖୁସି ଖବର। ଭାରତରେ  ଅଧିକ ସଂଖ୍ୟକ କରୋନା ସୁସ୍ଥତା ରିପୋର୍ଟ ଜାରି ରଖିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ପୁନରୁଦ୍ଧାର (Recovered)...

ଦେଶରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତ,ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡ଼ିଶା ୬ରେ

ଭୁବନେଶ୍ଵର: କରୋନା ଆରୋଗ୍ୟ ହାରରେ ଦେଶ ଆଉ ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଞ୍ଚି। ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏହା ଶତକଡା ୭୮ ପ୍ରତିଶତରେ...

କୋଭିଡ୍-୧୯ ମୁକାବିଲା ପାଇଁ ଉତ୍ତରପ୍ରଦେଶର ସର୍ବୋତ୍ତମ ଚିନ୍ତାଧାରା

ଲକ୍ଷ୍ନୌ: କୋଭିଡ ମହାମାରୀ (Corona Virus )ଦେଶରେ ନବମ ମାସରେ ପ୍ରବେଶ କରିଛି ଏବଂ ଏହି ସମୟ ମଧ୍ୟରେ କେନ୍ଦ୍ର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମହାମାରୀକୁ...

Ease of Doing Business Ranking ରେ ଓଡ଼ିଶାର ସ୍ଥାନ ୨୯ରେ,ବ୍ୟବସାୟ ପାଇଁ ସହଜ ନୁହେଁ !

ନୂଆଦିଲ୍ଲୀ: ସହଜ ବ୍ୟବସାୟ ର଼୍ୟାଙ୍କିଙ୍ଗ୍ (Ease of Doing Business Ranking)୨୦୧୯ ରେ ଆନ୍ଧ୍ରପ୍ରଦେଶ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି, ତା’ପରେ ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନା...

ଅଯୋଧ୍ୟା ଶ୍ରୀରାମମନ୍ଦିର ମାନଚିତ୍ର ସର୍ବସମ୍ମତି କ୍ରମେ ମଞ୍ଜୁର,ମନ୍ଦିର ନିର୍ମାଣରେ ଆଉ ଆସିବନି ପ୍ରତିବନ୍ଧକ

ଅଯୋଧ୍ୟା:ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ଶ୍ରୀରାମମନ୍ଦିରର ମାନଚିତ୍ର  ବୁଧବାର ଅନୁଷ୍ଠିତ ଅଯୋଧ୍ୟା ବିକାଶ ପ୍ରାଧିକରଣ ( Ayodhya Development  Authority )ର  ବୋର୍ଡ ବୈଠକରେ ମନ୍ଦିରର ମାନଚିତ୍ର...

ହଠାତ କୋଭିଡ ସଂକ୍ରମଣ ମାମଲା ବୃଦ୍ଧି ପାଇବାରୁ ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼କୁ କେନ୍ଦ୍ରୀୟ ଟିମ ଆସିବେ

ନୂଆଦିଲ୍ଲୀ:ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମିଶାଇ ଚାରିଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବା ଲାଗି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିଷ୍ପତ୍ତି...

ଆଗ୍ରାରେ ବସ୍ ହାଇଜାକ୍:୩୪ ଯାତ୍ରୀ ଅଛନ୍ତି ବସରେ

ଆଗ୍ରା:ଉତ୍ତରପ୍ରଦେଶର ଆଗ୍ରା ସହରର କିଛି ଲୋକ ଏକ ଘରୋଇ ବସ୍ ଅପହରଣ କରି ଡ୍ରାଇଭର-କଣ୍ଡକ୍ଟରଙ୍କୁ ବନ୍ଧକ ରଖିଥିଲେ। ବସ୍‌ରେ ୩୪  ଜଣ ଯାତ୍ରୀ ଅଛନ୍ତି। ସେମାନେ ଯାତ୍ରୀମାନଙ୍କ...

ଓଡ଼ିଶା ସମେତ ୬ଟି ରାଜ୍ୟରେ ରେଳବାଇ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ୫ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି

୬ ଟି ରାଜ୍ୟ ହେଲା ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନ ୬ ଟି ରାଜ୍ୟର ୧୧୬ ଟି ଜିଲ୍ଲାରେ ଗରିବ କଲ୍ୟାଣ...

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଚେତନ ଚୌହାନ କରୋନାରେ ଦେହାନ୍ତ

ଲକ୍ଷ୍ନୌ : ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଚେତନ ଚୌହାନ କରୋନାରେ ଦେହାନ୍ତ ହୋଇଯାଇଛି। ଯୋଗୀ ଆଦିତ୍ୟନାଥ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହାନ  ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ...

ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କରୋନା ପଜିଟିଭ୍, ଭୂମି ପୂଜନରେ ପିଏମ ମୋଦୀଙ୍କ ସହ ମଞ୍ଚରେ ଥିଲେ

ନୂଆଦିଲ୍ଲୀ : ଶ୍ରୀରାମ ଜନ୍ମଭୂମି ତିର୍ଥ କ୍ଷେତ୍ର  ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ରିପୋର୍ଟ୍  କରୋନା ପଜିଟିଭ୍ ଆସିଛି। ନୃତ୍ୟ ଗୋପାଳ ଦାସଙ୍କୁ ନିଶ୍ୱାସ...