ODISHA NEWS

Breaking NewsCORONA UPDATESଓଡ଼ିଶା

Covid19 Odisha Updates: ପୁଣି ବଢିଲା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା; ଆଜି ୧୭୦ଚିହ୍ନଟ, ମୋଟ ହଜାରରୁ ଅଧିକ

ଭୁବନେଶ୍ଵର: ପୁଣି ଓଡ଼ିଶାରେ କରୋନା (Covid-19) ତାର ପୁରୁଣା ରଙ୍ଗରେ ଫେରୁଛି। ଆଜି ୨୩ ଜିଲ୍ଲାରୁ ୧୭୦ ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। Read More
Breaking Newsଓଡ଼ିଶାଜାତୀୟ

Mahatma Gandhi visited Odisha:ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ସଞ୍ଚାର ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ମହାତ୍ମା ଗାନ୍ଧୀ (Mahatma Gandhi) ଙ୍କ ଓଡ଼ିଶା Read More
Breaking Newsଜାତୀୟ

Shopiyaan Encounter: ଶୋପିଆନରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ କାଶ୍ମୀର (Jammu-Kashmir) ର ଶୋପିଆନ୍ (Shopiyaan)ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଦୁଇ ଆତଙ୍କବାଦୀ ଲୁଚି Read More
Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି

Mo College: ମୋ କଲେଜ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ମୋ କଲେଜ (Mo College) ପୋର୍ଟାଲର ଆଜି ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନର ସଫଳତା କାମନା କରିବା Read More
Breaking Newsଅପରାଧଓଡ଼ିଶା

Odisha Assembly Updates: ରାଜ୍ୟରେ ଆଇନ୍‍ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ:ବିରୋଧୀ ଦଳ

ଭୁବନେଶ୍ଵର: ରାଜ୍ୟ ବିଧାନସଭା ବଜେଟ୍‍ ଅଧିବେଶନ (Odisha Assembly Budget  Session) ର ଦ୍ୱିତୀୟ ପର୍ଯ୍ୟାୟ ବୈଠକର ଅଷ୍ଟମ ଦିନରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ରହିଛି। ଆଜି Read More
Breaking Newsଓଡ଼ିଶା

Emergency Number 112: ଆମ୍ବୁଲାନ୍ସ, ପୁଲିସ ଏବଂ ଦମକଳ ସେବାପାଇଁ ବର୍ତ୍ତମାନ ଗୋଟିଏ ନମ୍ବର

ଭୁବନେଶ୍ଵର: ରାଜ୍ୟରେ ଜନସାଧାରଣଙ୍କୁ ଜରୁରୀକାଳୀନ ସେବା ଓ ସହାୟତା ଯୋଗାଇ ଦେବାପାଇଁ ଗୋଟିଏ ନମ୍ବର କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ (CM Naveen Patnaik) ଆଜି ସଂଧ୍ୟାରେ Read More
Breaking Newsଓଡ଼ିଶାଜୀବନଶୈଳୀଧର୍ମ ଓ ସଂସ୍କୃତି

Loud Speaker: ମସଜିଦରେ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ଲାଉଡ ସ୍ପିକର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ପ୍ରୟାଗରାଜ (Prayagraj) ରେ ମସଜିଦ (Mosque) ରୁ ଲାଉଡ ସ୍ପିକର ଦ୍ଵାରା  ଉଚ୍ଚ ସ୍ୱରରେ ଦିଆଯାଉଥିବା ଅଜାନ (ପ୍ରାର୍ଥନାକୁ ଆହ୍ୱାନ) (Azaan) ଉପରେ ବିଶୃଙ୍ଖଳା ପରିସ୍ଥିତି Read More
Breaking Newsଓଡ଼ିଶାଜାତୀୟ

Medical Termination of Pregnancy: ରାଜ୍ୟସଭାରେ ଗର୍ଭପାତ ସଂଶୋଧନ ବିଲ୍‍ ୨୦୨୧ ଗୃହୀତ

ନୂଆଦିଲ୍ଲୀ: ରାଜ୍ୟସଭାରେ ମାର୍ଚ୍ଚ ୧୬ ତାରିଖରେ ଡାକ୍ତରୀ ଆବଶ୍ୟକତା ସଂକ୍ରାନ୍ତ ଗର୍ଭପାତ ବିଲ୍‍ (Medical Termination of Pregnancy Bill-2021) ୨୦୨୧ ଗୃହୀତ ହୋଇଛି। ଏହି ବିଲ୍‍ଟି Read More