Cyclone Yaas:ବୁଧବାର ମଧ୍ୟାହ୍ନ ସୁଦ୍ଧା ଭଦ୍ରକ ଓ ବାଲେଶ୍ୱର ମଧ୍ୟରେ କରିବ ୟାସ୍ ଲ୍ୟାଣ୍ଡଫଲ, ଘଣ୍ଟା ପ୍ରତି ୧୨ କିମିରେ ମାଡି ଆସୁଛି
ଭୂବନେଶ୍ଵର: ଘଣ୍ଟା ପ୍ରତି ୧୨ କିମି ବେଗରେ ମାଡି ଆସୁଛି ବାତ୍ୟା ‘ୟାସ୍’ (Yaas)। ଏହା ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଭଦ୍ରକ (Bhadrak)ଓ ବାଲେଶ୍ୱର (Baleswar) ମଧ୍ୟରେ
Read More
