ଓଡିଆ ଆଇପିଏସ୍ ଅଧିକାରୀ ଲୋକନାଥ ବେହେରା ହୋଇପାରନ୍ତି CBI ନିର୍ଦ୍ଦେଶକ,ଅଛନ୍ତି ଚର୍ଚ୍ଚାରେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (Central Bureau of Investigation) ର ନୂତନ ନିର୍ଦ୍ଦେଶକ (Director) ଚୟନ କରିବାକୁ ମେ ୨୪ ସୋମବାର ସନ୍ଧ୍ୟାରେ ଏକ ଉଚ୍ଚ Read more