MUMBAI

Cyclone Tauktae: ଉଗ୍ର ରୂପରେ ମାଡି ଆସୁଛି ବାତ୍ୟା ‘ତଉକତେ’

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ ରୂପରେ ମାଡିଆସୁଛି ବାତ୍ୟା ‘ତଉକତେ’ (Cyclone Tauktae)। ଏ ନେଇ ଭାରତ ପାଣିପାଗ ବିଭାଗ (India Meteorological Department-IMD) ଏକ ସତର୍କ ସୂଚନା...

Covid19 Odisha Updates:ସୁରତ, ମୁମ୍ବାଇରୁ ଆସିଲେ RTPCR ରିପୋର୍ଟ ବାଧ୍ୟତାମୂଳକ

ବ୍ରହ୍ମପୁର: ଦେଶରେ ଅନ୍ୟ ରାଜ୍ୟଗୁଡିକରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟରୁ ଆସିଲେ କୋଭିଡ୍‌ ପରୀକ୍ଷା (RT-PCR) ରିପୋର୍ଟ ବାଧ୍ୟତାମୂଳକ କରିଛି ଗଞ୍ଜାମ...

NCB: ଅର୍ଜୁନ ରାମପାଲଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ: ସୋମବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (Narcotics Control Bureau, NCB) ବଲିଉଡ ସମ୍ବନ୍ଧୀୟ ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲ (Arjun Rampal)ଙ୍କ ଘରେ ଚଢାଉ କରିଛି।...

Watch IPL 2020: ଦୁଇଟି ସୁପର ଓଭର ପରେ KXIP ଜିତିଲା, ଏମିତି ଥିଲା ପ୍ରୀତି ଜିଣ୍ଟା ପ୍ରତିକ୍ରିୟା ଭିଡିଓ ଭାଇରାଲ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ୧୩ ତମ ସିଜନରେ ଫ୍ରାଞ୍ଚାଇଜ୍ ଟିମ୍ କିଙ୍ଗ୍ସ ଏକାଦଶ ପଞ୍ଜାବର (KXIP) ସହ ମାଲିକ ପ୍ରୀତି ଜିଣ୍ଟା ତାଙ୍କ...

Air Bubble: ବାଂଲାଦେଶ ଓ ଭାରତ ମଧ୍ୟରେ “ଏୟାର୍ ବବଲ୍‌” ବିମାନ ଚଳାଚଳ ଆରମ୍ଭ

ନୂଆଦିଲ୍ଲୀ: ବାଂଲାଦେଶ ଓ ଭାରତ ମଧ୍ୟରେ “ଏୟାର୍ ବବଲ୍‌” (Air Bubble) ବ୍ୟବସ୍ଥା ମାଧ୍ୟମରେ ଚଳିତମାସ ୨୮ ତାରିଖରୁ ବିମାନ ଚଳାଚଳ ପୁଣିଥରେ ଆରମ୍ଭ ହେବ। ଏକ...

Dean Jones: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ ମୁମ୍ବାଇରେ ହୃଦଘାତରେ ମୃତ୍ୟୁ;ବିରାଟ,ବିରେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ମୁମ୍ବାଇ: ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ (Dean Jones) ହୃଦଘାତରେ ମୁମ୍ବାଇରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଗୁରୁବାର ମଧ୍ୟାହ୍ନ...

ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍‌ରେ ପରିଣତ କରିବ

ନୂତନ ଶିକ୍ଷାନୀତି ୨୦୨୦ (National Education Policy 2020) ଉପରେ ଏକ ସମ୍ମିଳନୀ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଶ୍ରୀ...

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼,ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଭଉଣୀ ବିରୋଧରେ କଲେ ମାମଲା ଦାୟର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଙ୍କ ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ନୂଆ ମୋଡ଼ ଦିନ କୁ ଦିନ...

କଙ୍ଗନା ରାନାୱତଙ୍କୁ Y+ ବର୍ଗର ସୁରକ୍ଷା,ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟୁଇଟ୍ କରି କହିଲେ ଧନ୍ୟବାଦ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut )ଙ୍କୁ Y+(Y+ Security) ବର୍ଗର ସୁରକ୍ଷା ଦିଆଯାଇଛି। କଥା ହେଉଛି କଙ୍ଗନା ରାନାୱତ...

ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant  Singh Rajput )ଙ୍କ ମୃତ୍ୟୁ ମାମଲାରେ ଏନସିବି (NCB) ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ (Drugs)ମାମଲାରେ ଦୃଢ...

ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ କେଉଁ କେଉଁ ପ୍ରଶ୍ନ ପଚାରଛନ୍ତି ,ଆସନ୍ତୁ ଜାଣିବା

ମୁମ୍ବାଇ: ଗତ ଜୁନ ମାସରେ ହୋଇଥିବା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ( Sushant Singh Rajput )ଙ୍କ ମୃତ୍ୟୁ ମାମଲାରେ ସିବିଆଇ ( CBI )ଶୁକ୍ରବାର ଅଭିନେତ୍ରୀ...

ସ୍ଵଚ୍ଛ ସର୍ବେକ୍ଷଣ -୨୦୨୦ କ୍ରମାଗତ ଚତୁର୍ଥ ଥର ପାଇଁ ଇନ୍ଦୋର ସ୍ୱଚ୍ଛ ସହର, ଓଡିଶାରୁ ବ୍ରହ୍ମପୁର

ଇନ୍ଦୋର:ଦେଶର ସ୍ୱଚ୍ଛ ସହର ଇନ୍ଦୋର ପୁଣି ଥରେ ସ୍ୱଚ୍ଛ ସର୍ଭେରେ ଜିତିଛି। ଦେଶର ସର୍ବୋଚ୍ଚ ସ୍ୱଚ୍ଛ ସହରଗୁଡିକର ତାଲିକା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର...

ଆଜି ଅନୁଗୋଳ ଜିଲ୍ଲାରୁ ୧୧ ଜଣ ପଜିଟିଭ ଚିହ୍ନଟ,ପଜିଟିଭ ସଂଖ୍ୟା ୪୫୩

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ପଜିଟିଭ ସହ ମୋଟ ପଜିଟିଭ ସଂଖ୍ୟା ୪୫୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ଅନୁଗୋଳ...

କରୀନା କପୁର ନେପୋଟିଜିମ ବିଷୟରେ କହିଲେ, ଆମ ଚଳଚ୍ଚିତ୍ର ଦେଖିବା ପାଇଁ ଯାଆନ୍ତୁ ନାହିଁ,ସୋସିଆଲ ମିଡିଆ ରେ ଟ୍ରୋଲ

ମୁମ୍ବାଇ : ବର୍ତ୍ତମାନ ଏକ ସାକ୍ଷାତକାର ପାଇଁ ବଲିଉଡ ଅଭିନେତ୍ରୀ କରୀନା  କପୁର ଖାନ ଟ୍ୱିଟର ବ୍ୟବହାରକାରୀଙ୍କ ଟାର୍ଗେଟରେ ଆସିଛନ୍ତି। ମୋଜୋ ନ୍ୟୁଜ୍ ପାଇଁ ସାମ୍ବାଦିକ ବରଖା...

ପୁଣି ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଲା ଏୟାର ଏସିଆ ବିମାନ,ଟେକ ଅଫ ସମୟରେ ପକ୍ଷୀ ସହିତ ଧକ୍କା

ରାଞ୍ଚି : ଆଜି ଦେଶରେ ପୁଣି ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପକେ ରକ୍ଷା ପାଇପାରିଛି। ରାଞ୍ଚିରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଏସିଆ ବିମାନ (i5-632)...

‘କାହାନି ଘର ଘର କି’ ଟିଭି ସିରିୟାଲର ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା

ମୁମ୍ବାଇ: କରୋନା କାଳରେ ମନୋରଞ୍ଜନ ଜଗତରୁ ଗୋଟିଏ ପରେ ଗୋଟିଏ  ଦୁଃଖଦ ଖବର ଆସୁଛି। ଆଜି ଟିଭି ଜଗତର ଜଣାଶୁଣା ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି।...

ଫେରିଲା ଷ୍ଟକ୍ ମାର୍କେଟ୍, ସେନ୍ସେକ୍ସ ୫୫୮ ବୃଦ୍ଧି, ନିଫ୍ଟି ୧୧୩୦୦ ରେ ବନ୍ଦ

ମୁମ୍ବାଇ : ଆଜି ମଙ୍ଗଳବାର ସେୟାର ବଜାର ପାଇଁ ଅନୁକୂଳ ଥିଲା । ସୋମବାର ନିରାଶ ହେବା ପରେ ବଜାର ଆଜି ବମ୍ବେ ଷ୍ଟକ୍ ସୂଚକାଙ୍କ ସେନ୍ସେକ୍ସ...

ବଲିଓଡ଼ ଇଣ୍ଡଷ୍ଟ୍ରି ଆଉ ଏକ ତାରକା ହରାଇଲା, ପ୍ରସିଦ୍ଧ ଅଭିନେତ୍ରୀ କୁମକୁମ ଙ୍କ ଦେହାନ୍ତ

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତ୍ରୀ କୁମକୁମଙ୍କ ୮୬ ବର୍ଷ ବୟଷ ରେ  ହୃଦଘାତରେ ମୃତ୍ୟୁ ହୋଇଛି। ଶେଖପୁରାର ହୁସେନାବାଦରେ ରହୁଥିବା ଜ୍ୱାଇଁ ଆସାଦ ରଜା ଏ...

ଦେଶରେ କରୋନା ସୁସ୍ଥ ଙ୍କ ସଂଖ୍ୟା ବୃଦ୍ଧି, ମହାରାଷ୍ଟ୍ର ରେ ମୃତୁ ସଂଖ୍ୟା ୧୦,୪୮୨

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୮୮ ରୋଗୀ ସୁସ୍ଥ...

ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ପଜିଟିଭ,ଜୟାଓ ଐଶ୍ୱର୍ଯ୍ୟା ଙ୍କ ରିପୋର୍ଟ ନେଗେଟିଭ

ମୁମ୍ବାଇ : ପୁଅ ଅଭିଷେକ ବଚ୍ଚନଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି।ଉଭୟଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ...