Odisha Weather Updates: ଶନିବାରରୁ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା
ଭୁବନେଶ୍ଵର: ଆସନ୍ତା ଶନିବାରରୁ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ଶନିବାର ସୁନ୍ଦରଗଡ଼, ନବରଙ୍ଗପୁର, ନୂଆପଡା,
Read More