Odisha Weather Updates: ଶନିବାରରୁ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା

Share this:

ଭୁବନେଶ୍ଵର: ଆସନ୍ତା ଶନିବାରରୁ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଆସନ୍ତା ଶନିବାର ସୁନ୍ଦରଗଡ଼, ନବରଙ୍ଗପୁର, ନୂଆପଡା, ବରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡା ଓ ଗଜପତିରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରବିବାର ଦିନ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

[amazon_auto_links id=”10233″]

Also Read | Corona Virus India: ଦେଶରେ ଦିନକରେ ୩୫,୮୭୧ ନୂଆ କରୋନା ସଂକ୍ରମଣ ଚିହ୍ନଟ, ସ୍ଥିତି ବିଗୁଡୁଛି

Share this:

Leave a Reply

Your email address will not be published. Required fields are marked *