KYC: କେୱାଇସି ଅପଡେଟ୍‍ ଆସୁଥିବା ମେସେଜ୍‍ ଗୁଡ଼ିକୁ ଅଣଦେଖା କରିବାପାଇଁ ଓଡିଶା ପୁଲିସ୍‍ ଦେଲେ ସତର୍କ

ଭୁବନେଶ୍ଵର: ବର୍ତ୍ତମାନ ଦେଖିବାକୁ ମିଳୁଛି ଉପଭୋକ୍ତାମାନଙ୍କ ନିକଟକୁ ‘ନୋ ଇୟୋର କଷ୍ଟମର’ ବା କେୱାଇସି (KYC- Know Your Customer) ଅପଡେଟ୍‍ କରିବା ପାଇଁ ଆସୁଛି ମେସେଜ୍‍। Read more