Corona Vaccination in India: ଦେଶରେ ମୋଟ ଟିକାକରଣ ୪ କୋଟିରୁ ଉର୍ଦ୍ଧ୍ଵ, ବିଶ୍ଵରେ ଭାରତ ୨ୟ
ନୂଆଦିଲ୍ଲୀ: କୋଭିଡ-୧୯(Covid-19) ମୁକାବିଲାରେ ଭାରତ (India) ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ମୋଟ ଟିକାକରଣ (Corona Vaccination) ୪ କୋଟିକୁ ଅତିକ୍ରମ କରିଯାଇଛି। ୨୦୨୧ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଦେଶରେ ମୋଟ ୩୯.୩୪ ନିୟୁତ ଲୋକଙ୍କ ଟିକାକରଣ ହୋଇପାରିଛି । ଫଳରେ ଟିକା ପ୍ରଦାନରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ପ୍ରଥମ
Read More