Lock Down: ପୁଣିଥରେ ଦିଲ୍ଲୀରେ ଲକ୍ ଡାଉନ୍ ହୋଇପାରେ, କେବଳ ୫୦ ଜଣ ଲୋକ ବିବାହ ଉତ୍ସବରେ ଯୋଗ ଦେବାକୁ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା (Corona Virus) ମାମଲା କ୍ରମାଗତ ଭାବେ ବୃଦ୍ଧି ହେତୁ ସରକାରଙ୍କ ଚିନ୍ତା ବଢେଇ ଦେଇଛି। ବଜାର ବନ୍ଦ କରିବାକୁ ଦିଲ୍ଲୀ ସରକାର ପ୍ରସ୍ତୁତ Read more