Covid-19 Angul Updates: ଅନୁଗୁଳ ଜିଲ୍ଲାରୁ ଆଜି ୪୫୦ ଜଣ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୧୮୮ ଜଣ
ଅନୁଗୁଳ:ଅନୁଗୁଳ (Angul) ଜିଲ୍ଲାରେ ପୁଣି ଆଜି ୪୫୦ଜଣ ନୂଆ କରୋନା ପଜିଟିଭ (Corona Positive) ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ହଜାର ୪୧୧ରେ
Read More