Lockdown ସମୟରେ ଖାଉଟି ସାମଗ୍ରୀର କଳାବଜାର ହେଲେ, କଳାବଜାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ: ଖାଉଟି କଲ୍ୟାଣ ମନ୍ତ୍ରୀ
ଭୂବନେଶ୍ଵର: ଓଡ଼ିଶା (Odisha) ରେ ଲକ୍ଡାଉନ୍ (Lockdown) ସମୟରେ ଖାଉଟି ସାମଗ୍ରୀର କଳାବଜାର ହେଲେ ମହଜୁଦକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଉଟି ସାମଗ୍ରୀର କଳାବଜାରକୁ
Read More
