୪୦% ପର୍ଯ୍ୟନ୍ତ Discount ମିଳୁଛି ସ୍ମାର୍ଟଫୋନରେ, Amazon ରେ ମୋବାଇଲ୍ ବିକ୍ରୟ ଆରମ୍ଭ

ନୂଆଦିଲ୍ଲୀ: ଶସ୍ତାରେ ସ୍ମାର୍ଟଫୋନ (Smart Phone) କିଣିବାର ସୁଯୋଗ। ଅନଲାଇନ ସପିଂ ୱେବସାଇଟ୍ ଆମାଜନ ଇଣ୍ଡିଆ (Amazon India) ସ୍ମାର୍ଟଫୋନ୍ ଅପଗ୍ରେଡ୍ ଡେ ସେଲ୍ ଆୟୋଜନ କରିଛି। Read more