Breaking News

କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯;ମିଛ ବିଜ୍ଞାପନ ଦେଲେ ବେପାର ବନ୍ଦ

ନୂଆଦିଲ୍ଲୀ : ଖାଉଟି ସୁରକ୍ଷା ଆଇନ ୨୦୧୯  ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି। ଏ ସଂପର୍କରେ ଆଜି ସୂଚନା ଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ...

ଆରପାରିରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ଵର: ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଆଜି ସନ୍ଧ୍ୟାରେ ହଠାତ ତାଙ୍କର ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ ଏକ ଘରୋଇ...

ଅନୁଗୋଳ ରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ

ଅନୁଗୋଳ : (ମହିମାଲାଇଭ) ଅନୁଗୋଳ ଜିଲ୍ଲାରୁ ସୋମବାର ଦିନ ପୁଣି  ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳର ସର୍ବାଧିକ...

ଭାରତରେ ନିବେଶ କରିବା ଲାଗି ଏହା ସବୁଠୁ ଶ୍ରେଷ୍ଠ ସମୟ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ଆଇବିଏମ (IBM)ର ସିଇଓ ଶ୍ରୀ ଅରବିନ୍ଦ କ୍ରିଷ୍ଣାଙ୍କ ସହିତ ଆଲୋଚନା କରିଛନ୍ତି। ଚଳିତ...

ଆଜି ରାଜ୍ୟ ରେ ସୁସ୍ଥ ହେଲେ ୪୫୭ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି  ଆଉ ୪୫୭ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨ହଜାର ୯୧୦ କୁ ବୃଦ୍ଧି ହୋଇଛି। ଏ...

ଆସନ୍ତାକାଲି ଠାରୁ ନବରଙ୍ଗପୁର ଦୁଇ ଦିନ ସଟ୍ ଡାଉନ

ନବରଙ୍ଗପୁର : ଜିଲ୍ଲାରେ କରୋନା ଭୂତାଣୁ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାରେ ଲାଗିଛି।  ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ମଙ୍ଗଳବାର ଠାରୁ ସମଗ୍ର ଜିଲ୍ଲା କୁ...

ସୋସିଆଲ ମିଡିଆରେ ନକଲି ଖବର ପ୍ରଚାରିତ ହେଲା ଯେ ଆସାମ ବନ୍ୟା ପରିସ୍ଥିତି ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ; ଖବର କୁ ସରକାରଙ୍କ ଖଣ୍ଡନ

ଗୁଆହାଟି :ଆସାମରେ ଆଜିକାଲି ସୋସିଆଲ ମିଡିଆରେ ଏକ ଖବର ରିପୋର୍ଟ ବ୍ୟାପକ ଭାବେ ପ୍ରସାରିତ ହେଉଛି ଯେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଆସାମ ସରକାରଙ୍କ...

ରାଜ୍ୟରେ ନୂଆ ୬୭୩ କରୋନା ପଜିଟିଭ ଚିହ୍ନଟ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୮ ହଜାର ପାର

ରାଜ୍ୟରେ ଆଜି  ୭୩୬  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୨୭...

ଇଂଲଣ୍ଡ ବୋଲିଂ ରେ ୱେଷ୍ଟଇଣ୍ଡିଜ୍ ଧରାଶାୟୀ, ପ୍ରଥମ ଇନିଂସରେ ୨୮୭ ରେ ସୀମିତ

ମଞ୍ଚେଷ୍ଟର : ମଞ୍ଚେଷ୍ଟରରେ  ଖେଳାଯାଉଥିବା  ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ଇଂଲଣ୍ଡ ର  ଶାଣିତ ବୋଲିଂ...

ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡ଼ା ଗ୍ରାମ ପଞ୍ଚାୟତ ୨୦ ଜୁଲାଇ ରୁ ୨୬ ଜୁଲାଇ ପର୍ଯ୍ୟନ୍ତ ସଟ୍ ଡାଉନ

ଅନୁଗୋଳ : ତାଳଚେର ବ୍ଲକ ଅନ୍ତର୍ଗତ ବଡଯୋରଡ଼ା ଗ୍ରାମପଞ୍ଚାୟତ ରେ ୫ ଜଣ ସଂକ୍ରମିତ ଚିହ୍ନଟ ହେବାପରେ,ପଞ୍ଚାୟତ ର ସମସ୍ତ ରାଜସ୍ଵ ଗ୍ରାମ ସହିତ ବଡଯୋରଡ଼ା,ସାନସିଂହଡା,କଳିଙ୍ଗ କଲୋନୀ...

ଅନୁଗୋଳ ଜିଲ୍ଲାପାଳଙ୍କ ଦ୍ଵାରା ତାଳଚେର କୋଭିଡ଼ ହସପିଟାଲକୁ ଅଚାନକ ପରିଦର୍ଶନ; ଯାଞ୍ଚ କଲେ ଖାଦ୍ୟର ମାନ

ତାଳଚେର : ତାଳଚେର କୋଭିଡ଼ ହସପିଟାଲକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଅଚାନକ ପରିଦର୍ଶନ କରି ଏଠାରେ ରୋଗୀମାନ ଙ୍କୁ  ଦିଆଯାଉଥିବା ଖାଦ୍ୟର...

ଅନୁଗୋଳରେ ଆଜି ୨୫ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ସଂକ୍ରମିତ ସଂଖ୍ୟା ୧୮୯ ରେ ପହଞ୍ଚିଲା

ଅନୁଗୋଳ : ରବିବାର ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଂକ ମଧ୍ୟରେ ତାଳଚେର ପୌରାଞ୍ଚଳରୁ ୧୨ ଜଣ , ତାଳଚେର...

ଆଜି ରାଜ୍ୟ ରେ ସୁସ୍ଥ ହେଲେ ୫୧୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି

ରାଜ୍ୟରେ ଆଜି  ଆଉ ୫୧୫ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨ହଜାର ୪୫୨ କୁ ବୃଦ୍ଧି ହୋଇଛି। ଏ...

ଟ୍ୱିଟରରେ ପିଏମ ମୋଦୀଙ୍କ ୬ କୋଟି ଫୋଲୟର୍ସ

ନୂଆଦିଲ୍ଲୀ : ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ସହିତ ଜଡିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଟ୍ୱିଟରରେ ସବୁଠାରୁ ଅଧିକ...

ଓଡ଼ିଶାରେ ସଫଳ ପ୍ଲାଜମା ଥେରାପି ଚିକିତ୍ସା , ରୋଗୀ ହେଉଛନ୍ତି ସୁସ୍ଥ

ଭୁବନେଶ୍ଵର : ଗୁରୁତର ହୋଇଥିବା କରୋନା ରୋଗୀ କୁ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପୀ(Plasma Therapy) ଚିକିତ୍ସା ସଫଳ ହୋଇଛି।  କୋଭିଡ଼-୧୯ରେ  ଗୁରୁତର ପୀଡ଼ିତ ୬...

ବର୍ଷା ହେତୁ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଦିନ ଖେଳ ବନ୍ଦ

ମଞ୍ଚେଷ୍ଟର : ବର୍ଷା କାରଣରୁ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଶନିବାର ଖେଳ ହୋଇପାରି ନାହିଁ। ବର୍ତ୍ତମାନ ସିରିଜରେ...

ଏଥର ସିପେଟ ରେ ହେବ ପିପିଇ କିଟ୍ ପରୀକ୍ଷଣ

ଭୁବନେଶ୍ଵର : ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ୍ ଇଂଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି (ସିପେଟ୍) ରେ କୋଭିଡ଼-୧୯ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ ଗୁଡ଼ିକର...

ଏମସିଏଲ ସହାୟତାରେ ୭୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ରାଜିନାମା

ସମ୍ବଲପୁର : କୋଭିଡ-୧୯ ବିରୋଧରେ ସଂଗ୍ରାମକୁ ସଶକ୍ତ କରିବା ଲକ୍ଷ୍ୟରେ ଝାରସୁଗୁଡାରେ ଏକ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରିବା ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାପାଳ ଓ...

ଏକ ଦେଶ ଏକ ରେସନକାର୍ଡ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେଲା

ନୂଆଦିଲ୍ଲୀ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସବୁ ପ୍ରବାସୀ ହିତାଧିକାରୀଙ୍କୁ ଏକ ଦେଶ ଏକ ରେସନ କାର୍ଡରେ ଦିଆଯାଉଛି ରିହାତି ଖାଦ୍ୟଶସ୍ୟ। ଗୋଟିଏ ରାଷ୍ଟ୍ର-ଗୋଟିଏ ରେସନ...

ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଦାୟିତ୍ୱରେ ଥିବା ଓଡିଶାର ପ୍ରଶାସନିକ ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସମସ୍ତଙ୍କ ମନକୁ...

ଆଜି ରାଜ୍ୟରେ ନୂଆ ୭୩୬ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି  ୭୩୬  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୫୫...

ଆଜି ରାଜଧାନୀ ରେ ପୁଣି ୮୭ ଜଣ କରୋନା ପୋଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଆଜି କରୋନା ସଂକ୍ରମିତ ୮୭ ଜଣ ଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ରାଜଧାନୀର ଥିବା ବିଭିନ୍ନ ବସ୍ତି, ହସ୍ପିଟାଲ ଓ ହଟସ୍ପଟ୍‌ ଜିଲ୍ଲାରୁ...