ଜାତୀୟ

ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ,ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ:ଚଳଚ୍ଚିତ୍ର ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶନିବାର ରାତି ମୁମ୍ବାଇର ଲୀଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ତେବେ ସଞ୍ଜୟ ଦତ୍ତଙ୍କ କରୋନା...

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କ କରୋନା ପଜିଟିଭ ଚିହ୍ନଟ ,ଏମ୍ସର ଟ୍ରମା କେନ୍ଦ୍ରରେ ଭର୍ତ୍ତି

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ଚିକିତ୍ସା ପାଇଁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏନେଇ ଅର୍ଜୁନ...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ଉଦ୍‌ଘାଟିତ, ଏଥର ନୂଆ ସ୍ଲୋଗାନ ‘ଗନ୍ଦଗୀ ମୁକ୍ତ ଭାରତ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ଏହା ସ୍ୱଚ୍ଛଭାରତ ମିଶନ ସଂକ୍ରାନ୍ତ ଏକ ଇଣ୍ଟରାକ୍‌ଟିଭ ଅଭିଜ୍ଞତା...

କରୋନା ନେଲାଣି ୧୯୬ ଡାକ୍ତରଙ୍କ ଜୀବନ;ଧ୍ୟାନ ଦେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀଙ୍କୁ ,ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍

ନୂଆଦିଲ୍ଲୀ : କରୋନା ଭୂତାଣୁ ଦ୍ଵାରା ସଂକ୍ରମିତଙ୍କ ଜୀବନ ବଞ୍ଚେଇବା ପାଇଁ କରୋନା ଯୋଦ୍ଧା ଡାକ୍ତର ଦିନରାତି କଠିନ ପରିଶ୍ରମ କରୁଛନ୍ତି। କରୋନା ଭୂତାଣୁ ମହାମାରୀରେ  ସମଗ୍ର...

ପୁଣି ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଲା ଏୟାର ଏସିଆ ବିମାନ,ଟେକ ଅଫ ସମୟରେ ପକ୍ଷୀ ସହିତ ଧକ୍କା

ରାଞ୍ଚି : ଆଜି ଦେଶରେ ପୁଣି ଏକ ବଡ଼ ବିମାନ ଦୁର୍ଘଟଣା ଅଳ୍ପକେ ରକ୍ଷା ପାଇପାରିଛି। ରାଞ୍ଚିରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଏସିଆ ବିମାନ (i5-632)...

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାରେ ୨ପାଇଲଟ୍ ସହିତ ୧୮ ଯାତ୍ରୀ ମୃତ

କେରଳ: ଦୁବାଇରୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ  ବିମାନ(IX-1344) ଶୁକ୍ରବାର ସନ୍ଧ୍ୟାରେ କେରଳର କୋଜିକୋଡେ ଠାରେ ଦୁର୍ଘଟଣାର ଶିକାର ହୋଇଛି। ପ୍ରବଳ ବର୍ଷା ହେତୁ ରନୱେରେ ବନ୍ୟା...

କୋଜିକୋଡେ : ଲ୍ୟାଣ୍ଡିଙ୍ଗ ସମୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ; ପାଇଲଟ୍ ମୃତ, ଯାତ୍ରୀ ଆହତ

କେରଳ : କୋଜିକୋଡେସ୍ଥିତ କରିପୁର ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପେସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ବିମାନବନ୍ଦରରେ ଅବତରଣ କରୁଥିଲା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଏକ...

ଲଗାତାର ବର୍ଷାରେ ବଡ଼ ଭୂସ୍ଖଳନ:କେରଳର ଇଡୁକିରେ ୧୨ ମୃତ୍ୟୁ ଅନେକ ଆହତ

ଇଡୁକି : କେରଳର ଇଡୁକି ଜିଲ୍ଲାରେ ଲଗାତାର ବର୍ଷା ହେବା ପରେ ଏକ ବଡ଼ ଧରଣର ଭୂସ୍ଖଳନରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ ଜଣ...

ସୁଶାନ୍ତ ସିଂ ରାଜପୁତ ମାମଲା:ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ସିବିଆଇର FIR

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ଏହି...

ଅହମ୍ମଦାବାଦ କୋଭିଡ଼-୧୯ ହସ୍ପିଟାଲ ଅଗ୍ନିକାଣ୍ଡରେ ୮ ମୃତ ;ପ୍ରଧାନମନ୍ତ୍ରୀଙ୍କ ଦୁଃଖପ୍ରକାଶ ,ମୃତକଙ୍କ ପରିଜନଙ୍କୁ ମିଳିବ ୨ ଲକ୍ଷ ସହାୟତା

ଅହମ୍ମଦାବାଦ : ଅହମ୍ମଦାବାଦର କୋଭିଡ -୧୯ଡାକ୍ତରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ...

ପ୍ରଥମ ଓଡିଆ ଭାବେ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂତନ ସିଏଜି ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଭାରତର ନୂତନ ସିଏଜି (CAG) ଭାବରେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ଗୁରୁବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି...

ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ପାଇବେ ଆନ୍ତର୍ଜାତିକ ପ୍ରମାଣପତ୍ର

ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି...

ଆସନ୍ତାକାଲି ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ,୨୧ରେ ଉଦଯାପିତ

ନୂଆଦିଲ୍ଲୀ :ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ(NFDC) ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି। ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ। ଚଳିତବର୍ଷର...

ଦୁନିଆରେ କରୋନାର ହାହାକାର,କରୋନା ସଂକ୍ରମିତ ରୋଗୀ ପ୍ରତି ୧୫ ସେକେଣ୍ଡରେ ଜଣେ ମୃତ

ୱାଶିଂଟନ୍:ବର୍ତ୍ତମାନ କରୋନା ଭୂତାଣୁ ଦ୍ୱାରା ସମଗ୍ର ବିଶ୍ୱକୁ କବଳିତ କରିଛି। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପ୍ରତି ୧୫ସେକେଣ୍ଡରେ ଏକ କରୋନା ସଂକ୍ରମିତ ମୃତ୍ୟୁ ମୁଖରେ...

‘କାହାନି ଘର ଘର କି’ ଟିଭି ସିରିୟାଲର ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା

ମୁମ୍ବାଇ: କରୋନା କାଳରେ ମନୋରଞ୍ଜନ ଜଗତରୁ ଗୋଟିଏ ପରେ ଗୋଟିଏ  ଦୁଃଖଦ ଖବର ଆସୁଛି। ଆଜି ଟିଭି ଜଗତର ଜଣାଶୁଣା ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି।...

ଆତଙ୍କବାଦୀ ଆକ୍ରମଣ:କୁଲଗାମରେ ବିଜେପି ନେତା ତଥା ସରପଞ୍ଚ ସାଜ୍ଜାଦ ଅହମ୍ମଦଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର : ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର କୁଲଗାମର ସକାଳେ ସରପଞ୍ଚ ସାଜ୍ଜାଦ ଅହମ୍ମଦ ଖାଣ୍ଡେଙ୍କୁ ତାଙ୍କ ଘର ନିକଟରେ ହତ୍ୟା କରିଛନ୍ତି। ଗତ ତିନି ଦିନ ମଧ୍ୟରେ...

‘ପତଞ୍ଜଳି କରୋନିଲ’ପ୍ରତିଦିନ ୧୦ ଲକ୍ଷ ପ୍ୟାକେଟର ଅର୍ଡର ଆସୁଛି : ବାବା ରାମଦେବ

ପ୍ରଥମେ ପତଞ୍ଜଳିର ‘କରୋନିଲ୍’ବହୁତ ବିବାଦୀୟ ହୋଇଥିଲା। କରୋନା  ଭୂତାଣୁ କାଳରେ ବାବା ରାମଦେବଙ୍କ ପତଞ୍ଜଳିର କରୋନିଲ ଔଷଧ ବଜାରରେ ବହୁତ ଚାହିଦା ରହିଛି। ଯୋଗ ଗୁରୁ ରାମଦେବ...

ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୧ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ, ଆରୋଗ୍ୟ ହାର ୬୭.୧୯ %

ନୂଆଦିଲ୍ଲୀ : ଗତ ୨୪ଘଣ୍ଟା ମଧ୍ୟରେ ଦେଶ କରୋନା ସୁସ୍ଥତା ହାରରେ ରେକର୍ଡ ସୃଷ୍ଟି କରିଛି । ଗୋଟିଏ ଦିନରେ ୫୧ ହଜାର ୭୦୬ ଜଣ ରୋଗୀ ସୁସ୍ଥ ହେବାରୁ...

ପ୍ରଧାନମନ୍ତ୍ରୀଙ୍କ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର ‘ ଭୁମି ପୂଜନ;ପାରସ୍ପରିକ ପ୍ରେମ ଏବଂ ଭାଇଚାରା ଭିତ୍ତିରେ ଏହି ମନ୍ଦିର ନିର୍ମାଣ କରାଯିବା ଉଚିତ୍: ପ୍ରଧାନମନ୍ତ୍ରୀ ମୋଦୀ

ଅଯୋଧ୍ୟା : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭୁମି ପୂଜନ ଏବଂ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପୁରୋହିତମାନେ...

ସୁଶାନ୍ତ ସିଂ ରାଜପୁତ ମାମଲା:ସିବିଆଇ ତଦନ୍ତ କରିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ନୂଆମୋଡ।  ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ...

୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସଂକ୍ରମଣ ହାର ୧୦%ରୁ କମ

ନୂଆଦିଲ୍ଲୀ:ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬ ଲକ୍ଷ ୬୧ ହଜାର ୮୯୨ଟି କୋଭିଡ-୧୯ ନମୁନା ପରୀକ୍ଷା ହୋଇଥିଲା। ଏହାକୁ ମିଶାଇ ସମୁଦାୟ ୨ କୋଟି ୮...

ଆସନ୍ତାକାଲି ଶ୍ରୀରାମ ମନ୍ଦିରର ଭୂମିପୂଜନ; ମନ୍ଦିର ମଡେଲ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ 'ଶ୍ରୀ ରାମ ଜନ୍ମଭୂମି ମନ୍ଦିର' ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ। କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ...

“ଇନ୍ଦିରା ରୋଷେଇ ଯୋଜନା” ଗରିବ ବ୍ୟକ୍ତି ୮ ଟଙ୍କାରେ ପାଇବେ ପୁଷ୍ଟିକର ଖାଦ୍ୟ

ଜୟପୁର : ବର୍ତ୍ତମାନ ମିଳିବ ମାତ୍ର ୮ ଟଙ୍କାରେ ପୁଷ୍ଟିକର ଖାଦ୍ୟ। ଏମିତି ଏକ ଯୋଜନା ଆଣିଛନ୍ତି ରାଜସ୍ଥାନ ସରକାର। ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ...

ଭାରତରେ ବାଣିଜ୍ୟିକ କୋଇଲା ଖଣିରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ

ନୂଆଦିଲ୍ଲୀ : ଭାରତରେ ବାଣିଜ୍ୟିକ କୋଇଲା ଖନନ ପାଇଁ ଚାଲୁଥିବା କୋଇଲା ଖଣିଗୁଡିକର ବର୍ତ୍ତମାନର ନିଲାମ ପ୍ରକ୍ରିୟା ପରିପ୍ରେକ୍ଷୀରେ ଏହା ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ନିଯୁକ୍ତ...

UPSC ସିଭିଲ ସର୍ଭିସ ପରୀକ୍ଷା-୨୦୧୯ ଫଳାଫଳ ଘୋଷିତ:ଏଥର ୮୨୯ ଜଣ ସଫଳ; ପ୍ରଦୀପ ସିଂ ଟପର,ପ୍ରଥମ ୧୦ ମଧ୍ୟରେ ୨ ଓଡିଆ,କୃତ୍ତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ:ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୧୯ ରେ ପ୍ରଦୀପ ସିଂ ଟପର ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଯତିନ୍ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତୀଭା ବର୍ମା ଅଛନ୍ତି। ମୋଟ...