ଜାତୀୟ

Breaking Newsଜାତୀୟଦେଶ ବିଦେଶ

ଆଜି ବିଶ୍ଵ ଜନସଂଖ୍ୟା ଦିବସ ୨୦୨୦;ମହିଳା ମାନଙ୍କର ସ୍ୱାସ୍ଥ୍ୟ ଏବଂ ଅଧିକାର କୁ ଗୁରୁତ୍ଵ

ବିଶ୍ଵ ଜନସଂଖ୍ୟା ଦିବସ ପ୍ରତିବର୍ଷ ଜୁଲାଇ ୧୧ ରେ ପାଳନ କରାଯାଏ ଯାହା ଦ୍ଵାରା ଲୋକମାନେ ବିଶ୍ଵ ରେ ବୃଦ୍ଧି ପାଉଥିବା ଜନସଂଖ୍ୟା ବିଷୟରେ ଅବଗତ ହୁଅନ୍ତି। Read More
ଓଡ଼ିଶାଜାତୀୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ରେୱା ମେଗା ସୌର ଶକ୍ତି ପ୍ରକଳ୍ପ ଦେଶକୁ ଉତ୍ସର୍ଗ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶକୁ ରେୱା ଅଲଟ୍ରା ମେଗା ସୌରଶକ୍ତି ପ୍ରକଳ୍ପ ପାଇଁ ଉତ୍ସର୍ଗ କରିଛନ୍ତି। ଏହା ଏସିଆର ବୃହତ୍ତମ Read More
Breaking Newsଓଡ଼ିଶାଜାତୀୟ

କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ପ୍ରକାଶିତ

କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଚଳିତ ବର୍ଷର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା କରିଛି। ପରିଷଦ ଆଜି Read More
Breaking Newsଜାତୀୟ

କାନପୁରରେ ବିକାଶ ପୋଲିସ ପିସ୍ତଲ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲା; ପୋଲିସ ର ଆତ୍ମରକ୍ଷା ପାଇଁ ଗୁଳି ଚାଳନା

ଗୁରୁବାର ଦିନ ଉଜ୍ଜୈନ ମହାକଲ ମନ୍ଦିରରୁ ବିକାଶଙ୍କୁ ଗିରଫ କରାଯାଇଥିଲାଟ୍ରାଞ୍ଜିଟ୍ ରିମାଣ୍ଡରେ ୟୁପି ଏସଟିଏଫ  ବିକାଶକୁ କାନପୁରକୁ ନେଇ ଯାଉଥିଲା କାନପୁରର ବିକରୁ ଗ୍ରାମରେ ସିଓ  ସମେତ Read More
ଓଡ଼ିଶାଜାତୀୟ

ଆସନ୍ତା କାଲି ରାଷ୍ଟ୍ର ଉଦ୍ଦେଶ୍ୟରେ ୭୫୦ ମେଗାୱାଟ ରେୱା ସୌର ପ୍ରକଳ୍ପ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ରେୱା ପ୍ରକଳ୍ପ ଯୋଗୁଁ ବାର୍ଷିକ ପ୍ରାୟ ୧୫ ଲକ୍ଷ ଟନ ଅଙ୍ଗାରକାମ୍ଳ ଗ୍ୟାସର ମାତ୍ରା ହ୍ରାସ ପାଇବଦେଶରେ ୨୦୨୨ ସୁଦ୍ଧା ୧୭୫ ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ Read More
Breaking Newsଜାତୀୟ

ଇଣ୍ଡିଆ ଗ୍ଲୋବାଲ୍ ସପ୍ତାହ କୁ ପ୍ରଧାନମନ୍ତ୍ରୀ ଙ୍କ ସମ୍ବୋଧନ ;କରୋନା ଟିକା ବିକାଶରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ – ପ୍ରଧାନମନ୍ତ୍ରୀ ମୋଦୀ

ବ୍ରିଟେନରେ ଆୟୋଜିତ ହେଉଥିବା ‘ଇଣ୍ଡିଆ ଗ୍ଲୋବାଲ ସପ୍ତାହ 2020’ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଇଣ୍ଡିଆ ଗ୍ଲୋବାଲ ସପ୍ତାହର ଉଦଘାଟନୀ ଅଧିବେଶନକୁ Read More
Breaking Newsଜାତୀୟ

ଭାରତୀୟ ସେନାରେ ଫେସବୁକ୍ ସହିତ ୮୯ ଟି ଆପ୍ ବ୍ୟାନ

ନୂଆଦିଲ୍ଲୀ : ସୂଚନା ଲିକ୍ ହେବ ଆଶଙ୍କା ରେ ଫେସବୁକ୍, ଟିକ୍ ଟକ୍, ଟ୍ରୁ-କଲର୍ ଏବଂ ଇନଷ୍ଟାଗ୍ରାମ ସମେତ ୮୯ ଟି ଆପ୍ ହଟାଇବାକୁ ଭାରତୀୟ ସେନା Read More
Breaking Newsଜାତୀୟ

ହିନ୍ଦୀ ସିନେମା ପାଇଁ ଆଉ ଏକ ଝଟକା,କମେଡିଆନ ଜଗଦୀପ ଙ୍କ ପରଲୋକ

ନୂଆଦିଲ୍ଲୀ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ କ୍ରମାଗତ ଭାବରେ ଖରାପ ଖବର ବାହାରୁଛି। ଏବେ ଆଉ ଏକ ଦୁଃଖଦ ଖବର ବାହାରକୁ ଆସିଛି। ପ୍ରସିଦ୍ଧ ହାସ୍ୟ ଅଭିନେତା Read More