Breaking News

ରାଜ୍ୟ ରେ ଆଜି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୮୭୮ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୮୭୮ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୮ ହଜାର ୯୩୮ କୁ...

ଆଜି ଅନୁଗୋଳରୁ ୧୬ଜଣ କରୋନା ପଜିଟିଭ ଚିହ୍ନଟ,ତାଳଚେର ବ୍ଲକ ର ଗୋଟିଏ ଗାଁରୁ ୭ପଜିଟିଭ; ଜିଲ୍ଲାରେ ପଜିଟିଭ ୩ଶହ ପାର

ଅନୁଗୋଳ: ଆଜି ଅନୁଗୋଳ ଜିଲ୍ଲାରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୧୬ ଜଣ ଆକ୍ରାନ୍ତଙ୍କ  ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୮...

ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଭାରତରେ ରାଫାଲ ଯୁଦ୍ଧ ବିମାନ ଅବତରଣକୁ ‘ଗେମ ଚେଞ୍ଜର’ ବୋଲି କହିଛନ୍ତି ।

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଭାରତରେ ରାଫାଲ ଯୁଦ୍ଧ ବିମାନ ଅବତରଣକୁ ଖେଳ ପରିବର୍ତ୍ତନକାରୀ(Game Changer) ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ଅମିତ...

ବର୍ତ୍ତମାନ ୪ବର୍ଷରେ ମିଳିବ ଡିଗ୍ରୀ,ପିଏଚଡି କରିବା ସହଜ,ସବୁ ଶିକ୍ଷାନୁଷ୍ଠାନରେ ଗୋଟିଏ ନିୟମ ; ଆସୁଛି ନୂତନ ଶିକ୍ଷା ନୀତି ୨୦୨୦

ନୂଆଦିଲ୍ଲୀ : ସାଧାରଣ କଲେଜ ଡିଗ୍ରୀ ଏଥର ୩ ବର୍ଷ ନୁହେଁ ହେବ ୪ ବର୍ଷ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ...

କେନାଲ ପାଣିରେ ବୁଡ଼ି 2 ଜଣଙ୍କ ମୃତ୍ୟୁ

ଅନୁଗୋଳ:କେନାଲ ପାଣିରେ ବୁଡି ଦୁଇଜଣ ଅକାଳରେ ମୃତ୍ୟୁବରଣ କରିଛନ୍ତି। ଅନୁଗୁଳ ହେମସୁରପଡା ଅଞ୍ଚଳରେ ଜଣେ ବୁଡି ଯାଉଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣଙ୍କର...

୨୭ ବର୍ଷ ବୟସରେ ଯୁବ ଡାକ୍ତରଙ୍କ କରୋନାରେ ମୃତ୍ୟୁ, ବାପା ପୁଅକୁ ଡାକ୍ତର କରିବା ପାଇଁ ବିକି ଦେଇଥିଲେ ଘର ,୭ ଲକ୍ଷ ପରିଶୋଧ କରିବାକୁ ବାକି

ନୂଆଦିଲ୍ଲୀ : ନିଜେ କରୋନା ରୋଗୀଙ୍କ ଚିକିତ୍ସା କରୁକରୁ କରୋନାରେ ମୃତ୍ୟୁହୋଇଗଲେ ନିଜେ ଡାକ୍ତର। ପୁଅ ଜନ୍ମ ହେବା ଦିନଠାରୁ ସେ ବି ସ୍ୱପ୍ନ ଦେଖିଥିଲେ ଯେ...

ପ୍ରକାଶ ପାଇଲା ଓଡ଼ିଶା ମାଟ୍ରିକ ପରୀକ୍ଷାଫଳ, ପାସ ହାର ୭୮.୭୬ ପ୍ରତିଶତ

କଟକ: ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳକୁ କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ଭିଡିଓ...

ଆଜି ଚିହ୍ନଟ ହେଲେ ୧୦୬୮ କରୋନା ପଜିଟିଭ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୦୬୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୬୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ...

ନିୟମିତ ଯାତ୍ରା କରୁଥିବା ରେଳଯାତ୍ରୀଙ୍କ ପାଇଁ ଖୁସିଖବର ;ନୋ ସ୍ୱାଇପ୍‌, ରୁପେ ପ୍ଲାଟଫର୍ମରେ ଆଇଆରସିଟିସି-ଏସ୍‌ବିଆଇର ନୂଆ କ୍ରେଡିଟକାର୍ଡ଼

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ, ଡିଜିଟାଲ ଇଣ୍ଡିଆ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଲକ୍ଷ୍ୟପୂରଣ ଦିଗରେ  ଭାରତୀୟ ରେଳବାଇକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭଶୀଳ କରିବା ପାଇଁ...

ମୋଦୀଙ୍କ ‘ମନ କି ବାତ’ ରେ ସିଫାର ମୁକ୍ତାଚାଷୀ

ଭୁବନେଶ୍ଵର : ପ୍ରତିବର୍ଷ କୃଷକ ଏବଂ ଯୁବପିଢିଙ୍କ ପାଇଁ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟାଗଙ୍ଗରେ ମୁକ୍ତାଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ ପାଇ ସଫଳତା...

ସଂକ୍ରମିତଙ୍କୁ ଉପଯୁକ୍ତ ସ୍ଵାସ୍ଥ୍ୟସେବା ଯୋଗାଅ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ -19 ରୋଗୀ ର  ଚିକିତ୍ସାରେ ଯେପରି ଅବହେଳା ନହୁଏ ସେଥିପ୍ରତି ଉପଯୁକ୍ତ  ଯତ୍ନବାନ୍ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।...

ଆଜି ବିଶ୍ଵ ବ୍ୟାଘ୍ର ଦିବସ; ଭାରତରେ ଅଛନ୍ତି ପୃଥିବୀର ୭୦ ପ୍ରତିଶତ ବାଘ

ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ନେତୃତ୍ଵ ନେଉଛି ଭାରତ: ଶ୍ରୀ ପ୍ରକାଶ ଜାଭଡ଼େକର ନୂଆଦିଲ୍ଲୀ: ବାଘ ପ୍ରକୃତିର ଏକ ଅମୂଲ୍ୟ ବରଦାନ। ଏହାର ବଂଶ ବୃଦ୍ଧି ବନାଞ୍ଚଳ ଭାରସାମ୍ୟ ରକ୍ଷାରେ...

ଆଜି ଅନୁଗୋଳ ରୁ ୨୧ କରୋନା ପଜିଟିଭ ଚିହ୍ନଟ,ମୋଟ ୨୮୬

ଅନୁଗୋଳ:ଆଜି ଜିଲ୍ଲାରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଏବେ କରୋନା ପଜିଟିଭ ସଂଖ୍ୟା ୨୮୬ ରେ ପହଞ୍ଚିଛି । ଆଜି ବଅଁରପାଳ ବ୍ଳକ୍ ଅଞ୍ଚଳରୁ...

ଇଂଲଣ୍ଡ ୩ୟ ଟେଷ୍ଟ ବିଜୟ ସହ ୨-୧ ରେ ସିରିଜ୍ ବିଜୟୀ

ମଞ୍ଚେଷ୍ଟର : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ୨୬୯ରନ୍‌ର ବିଜୟ ହାସଲ କରିଛି। ଏହି ବିଜୟ ସହିତ...

ରାଜ୍ୟ ରେ ଆଜି ସୁସ୍ଥ ହେଲେ ୬୮୭ ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି  ଆଉ ୬୮୭ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୮ ହଜାର ୬୦ କୁ ବୃଦ୍ଧି ହୋଇଛି।...

କୋଭିଡ଼-୧୯ର ଗୁଣବତ୍ତା ତଥ୍ୟରେ କର୍ଣ୍ଣାଟକ ଶ୍ରେଷ୍ଠ,ଆନ୍ଧ୍ରପ୍ରଦେଶ ରେ କରୋନା ଟେଷ୍ଟ ୨୮୦୦ଟଙ୍କା ରୁ ଅଧିକ ନୁହେଁ,ଆଉ ଲକଡାଉନ ହେବନି କେରଳ ରେ

କେରଳ: ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର କ୍ୟାବିନେଟ ବୈଠକ ରେ ନିଷ୍ପତ୍ତି ନିଆଯାଇଛି ଯେ ଆଉ କେରଳରେ ଲକ ଡାଉନ ହେବନି।ଏହା ବ୍ୟବସାୟ ଉପରେ  ପ୍ରଭାବ ପକାଉଛି।...

ଫେରିଲା ଷ୍ଟକ୍ ମାର୍କେଟ୍, ସେନ୍ସେକ୍ସ ୫୫୮ ବୃଦ୍ଧି, ନିଫ୍ଟି ୧୧୩୦୦ ରେ ବନ୍ଦ

ମୁମ୍ବାଇ : ଆଜି ମଙ୍ଗଳବାର ସେୟାର ବଜାର ପାଇଁ ଅନୁକୂଳ ଥିଲା । ସୋମବାର ନିରାଶ ହେବା ପରେ ବଜାର ଆଜି ବମ୍ବେ ଷ୍ଟକ୍ ସୂଚକାଙ୍କ ସେନ୍ସେକ୍ସ...

ବଲିଓଡ଼ ଇଣ୍ଡଷ୍ଟ୍ରି ଆଉ ଏକ ତାରକା ହରାଇଲା, ପ୍ରସିଦ୍ଧ ଅଭିନେତ୍ରୀ କୁମକୁମ ଙ୍କ ଦେହାନ୍ତ

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତ୍ରୀ କୁମକୁମଙ୍କ ୮୬ ବର୍ଷ ବୟଷ ରେ  ହୃଦଘାତରେ ମୃତ୍ୟୁ ହୋଇଛି। ଶେଖପୁରାର ହୁସେନାବାଦରେ ରହୁଥିବା ଜ୍ୱାଇଁ ଆସାଦ ରଜା ଏ...

ରାଜ୍ୟ ରେ ଆଜି ସୁସ୍ଥ ହେଲେ ୫୮୧ ଜଣ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି  ଆଉ ୫୮୧ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୭ ହଜାର ୩୭୩ କୁ ବୃଦ୍ଧି ହୋଇଛି।...

ଫ୍ରାନସ ଶୁଝୁଛି ଭାରତ ଋଣ, ୧୨୦ ଭେଣ୍ଟିଲେଟର, ୫୦ ହଜାର ଟେଷ୍ଟ କିଟ୍ ସହିତ ବିଶେଷଜ୍ଞ ଦଳ କାଲି ଆସିବେ ଭାରତ

କୋଭିଡ -୧୯ ମହାମାରୀର ମୁକାବିଲା ପାଇଁ ଫ୍ରାନ୍ସ ସୋମବାର ଦିନ ଭାରତକୁ ୧୨୦ ଭେଣ୍ଟିଲେଟର ଏବଂ ୫୦ ହଜାର ଟେଷ୍ଟ କିଟ୍ ଯୋଗାଇବ ବୋଲି ଘୋଷଣା କରିଛି।...

ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ  ଆଲବମ୍‌ ଅଭିନେତ୍ରୀ ଦୀପା ସାହୁଙ୍କ ଆଜି  ଅପରାହ୍ନରେ ପରଲୋକ ହୋଇଛି। ସ୍ୱାମୀ ମନୀନ୍ଦ୍ର ଦତ୍ତଙ୍କ  ସୂଚନା ଅନୁସାରେ ଭୁବନେଶ୍ୱର ସ୍ପର୍ଶ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ...

ଜୁଲାଇ ୨୯ରେ ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ;ଅଗଷ୍ଟରେ +୨ ରେଜଲ୍ଟ

ଭୁବନେଶ୍ଵର: ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ।  ଏ ନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ...

ବିଏସପି ବିଧାୟକଙ୍କୁ ହ୍ଵିପଜାରି, ବଢିଲା କଂଗ୍ରେସ ସମସ୍ୟା

ଲକ୍ଷ୍ନୌ : ରାଜସ୍ଥାନ କଂଗ୍ରେସ ର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି।  ରାଜସ୍ଥାନ ବିଧାନସଭାରେ କ୍ଷମତା ପ୍ରଦର୍ଶନ କରିବା ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି)...