Odisha Weather Report: ରାଜ୍ୟରେ ଆଜିଠୁ ୪ଦିନ ପାଇଁ କମିବ ତାପମାତ୍ରା, ରହିଛି କାଳବୈଶାଖୀ
ଭୁବନେଶ୍ଵର: ଆଜିଠାରୁ ରାଜ୍ୟରେ ତାପମାତ୍ରା (Temperature) ହ୍ରାସ ଘଟିବାର ସମ୍ଭାବନା ଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ଣରେ କାଳବୈଶାଖୀ ଆସିବା
Read More
