ଗୁଜୁରାଟରେ ଜୁନ୍ ୧୫ରୁ Love Jihad ଆଇନ ହେବ ଲାଗୁ, ଦୋଷୀଙ୍କୁ ମିଳିବ ସଜ୍ଜା

ଅହମଦାବାଦ: ଲଭ-ଜିହାଦ (Love Jihad) ର ବୃଦ୍ଧି ପାଉଥିବା ମାମଲା ମଧ୍ୟରେ ଦେଶର ଅନ୍ୟ ଏକ ରାଜ୍ୟ ଏହା ବିରୋଧରେ ଆଇନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି। Read more