Microsoft Windows 11 ଲଞ୍ଚ, ଇନସ୍ଟଲ କରିହେବ Android ଆପ୍

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାକୁ ଅନ୍ତ ଘଟାଇ ମାଇକ୍ରୋସଫ୍ଟ (Microsoft) କମ୍ପାନୀ ଗୁରୁବାର ଭର୍ଚୁଆଲ୍ ଇଭେଣ୍ଟରେ ୱିଣ୍ଡୋଜ୍୧୧ (Microsoft Windows 11) କୁ ଆନୁଷ୍ଠାନିକ ଭାବରେ ଲଞ୍ଚ କରିଛି। Read more