Khusboo Sundar: ଖୁସବୁ ସୁନ୍ଦର କଂଗ୍ରେସ ଛାଡି ବିଜେପିରେ ସାମିଲ, ପ୍ରଥମ ଅଭିନେତ୍ରୀ ଯାହାଙ୍କ ନାମରେ ମନ୍ଦିର ଅଛି

ନୂଆଦିଲ୍ଲୀ:ତାମିଲ ସିନେମା (Tamil Cinema) ର ବିଶିଷ୍ଟ ଚେହେରା ଅଭିନେତ୍ରୀ ଖୁସବୁ ସୁନ୍ଦର (Khusboo Sundar) କଂଗ୍ରେସ (Congress) ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ Read more