Religious Places Reopens: ଉଦ୍ଧବ ସରକାରଙ୍କ ନିଷ୍ପତ୍ତି; ସୋମବାରରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥାନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଶନିବାର କହିଛନ୍ତି ଯେ ଆସନ୍ତା ସୋମବାର ଠାରୁ ରାଜ୍ୟରେ ଧାର୍ମିକ ସ୍ଥାନ (Religious Places) ଖୋଲାଯିବ। କରୋନା Read more