Atal Tunnel: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ‘ଅଟଳ ଟନେଲ’ ଲୋକାର୍ପିତ,୧୮ ହଜାର ଗାଁ ଉପକୃତ ହେବେ

ଶିମିଳା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଆଜି ଶନିବାର ଦିନ ଅଟଳ ଟନେଲ (Atal Tunnel) କୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। Read more