IPS Bharti Arora ଭଗବାନ ଶ୍ରୀକୃଷ୍ଣଙ୍କ ସେବା କରିବା ପାଇଁ ଛାଡ଼ିବେ ଚାକିରୀ, ନେବେ VRS

ଚଣ୍ଡିଗଡ଼: ହରିୟାଣା (Haryana) ର ବରିଷ୍ଠ ଆଇପିଏସ୍ ଅଧିକାରୀ ଭାରତୀ ଆରୋରା (IPS Bharti Arora) ଙ୍କ ସ୍ୱେଚ୍ଛାକୃତ ଅବସର (VRS) ନେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। Read more