Odisha SSB Recruitment: ଓଡିଶାରେ ୯୭୨ ଅଧ୍ୟାପକ ପଦ ପାଇଁ କରିପାରିବେ ଆବେଦନ, ବୟସସୀମା ୪୨ବର୍ଷ

ଭୁବନେଶ୍ଵର: ରାଜ୍ୟ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି (Lecture Recruitment) ପାଇଁ ଓଡିଶା ରାଜ୍ୟ ଚୟନ ବୋର୍ଡ (Odisha State Selection Board) ଉପଯୁକ୍ତ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ Read more