Odisha Assembly: ବିଧାନସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ଭୂବନେଶ୍ଵର: ଷୋଡ଼ଶ ବିଧାନସଭା (Assembly) ମୌସୁମୀ ଅଧିବେଶନକୁ ଗତକାଲି ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ଦିବସର ଦିନକ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର Read more