Odisha Covid19 Updates: କୋଭିଡ଼୍ ପରିଚାଳନା ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଇଛି ୮୦୨ କୋଟି ଟଙ୍କା

ଭୁବନେଶ୍ଵର: କୋଭିଡ଼୍-୧୯ (Covid -19) ପରିଚାଳନା ପାଇଁ ଅଗଷ୍ଟ ୩୧ ସୁଦ୍ଧା ଓଡ଼ିଶାକୁ ୮୦୨ କୋଟି ଟଙ୍କା ମିଳିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର (Anurag Read more