ନୀତି ଆୟୋଗ ପକ୍ଷରୁ SDG India Index ପ୍ରକାଶିତ, ତାଲିକାରେ ଓଡ଼ିଶା ତଳେ

ନୂଆଦିଲ୍ଲୀ: ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡାଶ୍‌ବୋର୍ଡ ୨୦୨୦-୨୧ (SDG India Index- 2020-21)ର ତୃତୀୟ ସଂସ୍କରଣ ନୀତି ଆୟୋଗ (NITI Ayog) ଦ୍ୱାରା ପ୍ରକାଶିତ ହୋଇଛି। Read more