Covid-19 Odisha Report: ଆଜି ଓଡିଶାରୁ ଆଉ ୨୬୦୩ ପଜିଟିଭ ଚିହ୍ନଟ

ଭୁବନେଶ୍ଵର: Covid-19 Odisha Report ଓଡିଶାରେ ବର୍ତ୍ତମାନ କୋଭିଡ-୧୯ (Covid-19) ସଂକ୍ରମଣ କମୁଛି। ଆଜି ୨ ହଜାର ୬୦୩ଜଣ କରୋନା ଭୂତାଣୁ (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। Read more