Road Accident Odisha: ସଡ଼କ ଦୁର୍ଘଟଣାରେ ୪ ମୃତ

ଭୁବନେଶ୍ଵର: Road Accident Odisha ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି। Read more