OSSSC RI Recruitment:ଓଡ଼ିଶାରେ ୫୮୬ RI ପୋଷ୍ଟ ପାଇଁ ଆଜିଠାରୁ online apply ଆରମ୍ଭ

ଭୁବନେଶ୍ଵର: କରୋନା (Corona) କାଳରେ ନିଯୁକ୍ତି ଆଶାୟୀଙ୍କ ପାଇଁ ଖୁସିଖବର। ଚୁକ୍ତିଭିତ୍ତିକରେ (Contractual Basis) ରାଜସ୍ୱ ଇନ୍ସପେକ୍ଟର (Revenue Inspector-RI) ପଦବୀ ପାଇଁ ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ Read more