OSSSC RI Recruitment:ଓଡ଼ିଶାରେ ୫୮୬ RI ପୋଷ୍ଟ ପାଇଁ ଆଜିଠାରୁ online apply ଆରମ୍ଭ

Share this:

ଭୁବନେଶ୍ଵର: କରୋନା (Corona) କାଳରେ ନିଯୁକ୍ତି ଆଶାୟୀଙ୍କ ପାଇଁ ଖୁସିଖବର। ଚୁକ୍ତିଭିତ୍ତିକରେ (Contractual Basis) ରାଜସ୍ୱ ଇନ୍ସପେକ୍ଟର (Revenue Inspector-RI) ପଦବୀ ପାଇଁ ଓଡିଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (Odisha Sub-ordinate Staff Selection Commission-OSSSC) ୫୮୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଚାକିରି ପାଇଁ ଆଗ୍ରହୀ ଅଟନ୍ତି ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି  ସେମାନେ ବିଜ୍ଞପ୍ତି ଅନୁସାରେ Online ଆବେଦନ କରିପାରିବେ।

Post Name : Revenue Inspector

  • Total Vaccncy: 586

Important Dates

  • Starting Date for Registration, Apply Online & Payment of Fee: 24-06-2021
  • Last Date for Registration & Payment of Exam Fee: 23-07-2021
  • Last Date for Submission of Online Application: 30-07-2021

Qualification: Any Bachelor Degree

Age Limit (as on 01-01-2021)

  • Minimum Age: 20 Years
  • Maximum Age: 32 Years
  • Age Relaxation is applicable as per Odisha Government rules.

Application Fee

  • For UR, SEBC and Others: Rs.100/-
  • For ST/ SC/ PWD: Nil
  • Payment Mode: Online

ଅଧିକ ବିବରଣୀ ପାଇଁ click here…

For Apply click here…

Also Read | ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆହୁରି ୫ ମାସ ମିଳିବ ମାଗଣା ରାସନ,ମିଳିଲା କ୍ୟାବିନେଟ୍ ମଞ୍ଜୁରି

Share this:

Leave a Reply

Your email address will not be published. Required fields are marked *