Covid Precaution Dose: ମାଗଣା ଟୀକାର ଅବଧି ଆଉ ମାତ୍ର ୨୭ ଦିନ; ୬ ଜିଲ୍ଲାବାସୀ ଟୀକା ନେବାକୁ ଅନାଗ୍ରହ

ଭୁବନେଶ୍ଵର: Covid precaution dose ଦେଶବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ମାଗଣା ବୁଷ୍ଟର ଡୋଜ୍‍ (Booster Dose Vaccine) ଟିକାକରଣର ଅବଧି ଚଳିତମାସ ୩୦ ତାରିଖରେ ଶେଷ ହେବ। Read more