Cyber Crime: ସାଇବର ଅପରାଧ ମୁକାବିଲା ପାଇଁ ସାଇବର କମ୍ପେକ୍ସ ଉଦ୍‍ଘାଟିତ

ଭୁବନେଶ୍ଵର: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ (Police DG Abhay) ଆଜି ଭୁବନେଶ୍ୱର (Bhubaneswar) ରେ ନବନିର୍ମିତ ସାଇବର କମ୍ପେକ୍ସ (Cyber Complex) ର ଉଦ୍‍ଘାଟନ କରିଛନ୍ତି। Read more