CDS -II, 2019 ପରୀକ୍ଷାରେ ଢେଙ୍କାନାଳ ଝିଅ ଅଦିତି ପରିଡ଼ା ଟପର

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଝିଅ ଅଦିତି ପରିଡ଼ା (Aditi Parida) ଟପର ହୋଇଛନ୍ତି। ଓଡିଶାର ପ୍ରଥମ ମହିଳା ଯିଏକି ସିଡିଏସ୍ ପରୀକ୍ଷାରେ ଶୀର୍ଷରେ ଅଛନ୍ତି। ଅଦିତି ଚଳିତ Read more