Odisha Matriculation examination 2021

Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି

Odisha Matric Result:ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ , ୯୭.୮୯ ପ୍ରତିଶତ ପାସ୍, ଛାତ୍ରୀମାନେ ଆଗରେ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (BSE) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୧ (Matric Board Examination-2021) ଫଳାଫଳ ପ୍ରକାଶ ପାଇଛି। ଆଜି କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ରେଗୁଲାର Read More
Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି

Odisha Matric Results 2021: ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କଟକ: ଆସନ୍ତାକାଲି ଶୁକ୍ରବାର ପ୍ରକାଶ ପାଇବ BSE ପରିଚାଳିତ ଓଡ଼ିଶା ମାଟ୍ରିକ୍‌ ପରୀକ୍ଷା-୨୦୨୧ (Matric Examination Results 2021) ଫଳ। ଏହା ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ। Read More
Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି

Matric Examination: ଓଡ଼ିଶା ମାଟ୍ରିକ ପରୀକ୍ଷା ବାତିଲ

କଟକ: ଓଡ଼ିଶାରେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (BSE) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା (Matric Examination) ବାତିଲ ହୋଇଛି। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ Read More
Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି

Matric Examination 2021: ଆସନ୍ତା ମ୍ୟାଟ୍ରିକ୍‍ ଓ +୨ ବୋର୍ଡ ପରୀକ୍ଷା ବିଳମ୍ବ ହୋଇପାରେ

ଭୁବନେଶ୍ୱର: ଚଳିତ ବର୍ଷ ମ୍ୟାଟ୍ରିକ୍‍ (Matriculation) ଓ +୨ (+2) ପରୀକ୍ଷା ବିଳମ୍ବ ହୋଇପାରେ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ଫେବୃୟାରୀରେ Read More