Nobel Prize 2020: ସାହିତ୍ୟରେ ଲୁଇସ୍‌ ଗ୍ଲୁକ୍‌ଙ୍କୁ ନୋବେଲ୍‌ ପୁରସ୍କାର

ଆଜି ଗୁରୁବାର ସାହିତ୍ୟ (Literature) ପାଇଁ ନୋବେଲ୍‌ ପୁରସ୍କାର ୨୦୨୦ ଆମେରିକୀୟ କବୟତ୍ରୀ ଲୁଇସ୍‌ ଗ୍ଲୁକ୍‌ (Louise Gluck)ଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଛି। ତାଙ୍କର କବିତା Read more