Nobel Prize 2020: ସାହିତ୍ୟରେ ଲୁଇସ୍‌ ଗ୍ଲୁକ୍‌ଙ୍କୁ ନୋବେଲ୍‌ ପୁରସ୍କାର

Share this:

ଆଜି ଗୁରୁବାର ସାହିତ୍ୟ (Literature) ପାଇଁ ନୋବେଲ୍‌ ପୁରସ୍କାର ୨୦୨୦ ଆମେରିକୀୟ କବୟତ୍ରୀ ଲୁଇସ୍‌ ଗ୍ଲୁକ୍‌ (Louise Gluck)ଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଛି। ତାଙ୍କର କବିତା “for her unmistakable poetic voice that with austere beauty makes individual existence universal.” ପାଇଁ ନୋବେଲ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଲୁଇସ ଗ୍ଲୁକ୍ ୧୯୪୩ରେ ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ  ମାସାଚୁସେଟ୍ସ (Massachusetts)ର କେମ୍ବ୍ରିଜ (Cambridge) ରେ ରୁହନ୍ତି। ବର୍ତ୍ତମାନ ସେ  ୟାଲେ ବିଶ୍ୱବିଦ୍ୟାଳୟ (Yale University) ରେ ଇଂରାଜି ପ୍ରଫେସର (Professor of English) ଅଛନ୍ତି।

ସେ ୧୯୬୮ ମସିହାରେ ‘ଫାଷ୍ଟବର୍ନ’ (Firstborn) ମାଧ୍ୟମରେ ସାହିତ୍ୟ ଜଗତରେ ପ୍ରବେଶ କରିଥିଲେ। ତାଙ୍କର ଅନ୍ୟତମ ପ୍ରଶଂସନୀୟ ସଂଗ୍ରହ ୱାଇଲ୍ଡ ଆଇରିସ୍ (The Wild Iris) ଯାହା ପାଇଁ ତାଙ୍କୁ ପୁଲତଜର ପୁରସ୍କାର (Pulitzer Prize) ୧୯୯୨ ରେ ପ୍ରଦାନ କରାଯାଇଥିଲା।

Also Read |Nobel Prize 2020: ରସାୟନ ବିଜ୍ଞାନ ପାଇଁ ଇମାନୁଏଲ୍ ଚାର୍ପେଣ୍ଟିଅର୍ ଏବଂ ଜେନିଫର୍ ଏ ଡୁଡନାଙ୍କୁ ନୋବେଲ ପୁରସ୍କାର

Share this: