Covid Updates: ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ, କେରଳରୁ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ବଢିଲା। କିଛି ଦିନ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମ ରହୁଥିଲା। ହେଲେ ଆଜି ପୁଣି ବଢିଛି। Read more