IAS INTERVIEW

Breaking Newsଜାତୀୟଶିକ୍ଷା ଓ ନିଯୁକ୍ତି

No Interview:୨୩ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳରେ ସରକାରୀ ଚାକିରି ପାଇଁ ଆଉ ସାକ୍ଷାତକାର ପରୀକ୍ଷା ହେବନି

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): ବର୍ତ୍ତମାନ ସରକାରୀ ଚାକିରୀ ପାଇଁ ହେବନାହିଁ ସାକ୍ଷାତକାର ପରୀକ୍ଷା (Interview)। ଭାରତର୨୩ ଟି ରାଜ୍ୟ ଏବଂ  ୮ ଟି କେନ୍ଦ୍ରଶାସିତ ଅଞ୍ଚଳରେ Read More
Breaking Newsଜାତୀୟଶିକ୍ଷା ଓ ନିଯୁକ୍ତି

‘ମିଶନ କର୍ମଯୋଗୀ’ କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ,ଦକ୍ଷ ହେବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ସିଭିଲ ସେବା ଦକ୍ଷତା ନିର୍ମାଣ ଜାତୀୟ କାର୍ଯ୍ୟକ୍ରମ ବା ( NPCSCB) Read More
Breaking Newsଓଡ଼ିଶାଜାତୀୟ

ପୁଣି ଚର୍ଚ୍ଚାରେ ହରିୟାଣାର ଆଇଏଏସ୍ ଅଶୋକ ଖେମକା,କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନୋଟିସ୍

ଚଣ୍ଡିଗଡ଼: ପୁଣି ଚର୍ଚ୍ଚାରେ ହରିୟାଣା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀ ଅଶୋକ ଖେମକା।ଏଥର କିନ୍ତୁ କେନ୍ଦ୍ରରେ ସେବା କରିବାକୁ ଆଗ୍ରହୀ ଥିବା ହରିୟାଣା କ୍ୟାଡରର ବରିଷ୍ଠ Read More
ଓଡ଼ିଶାଜାତୀୟ

କୋଭିଡ୍‌ ସତ୍ତ୍ୱେ ସିଭିଲ ସର୍ଭିସ ସାକ୍ଷାତକାର ପରୀକ୍ଷା ଆୟୋଜନ ,ପରୀକ୍ଷାର୍ଥୀଙ୍କ ଯିବାଆସିବା ବୁଝିବେ ରାଜ୍ୟ ସରକାର:ୟୁପିଏସ୍‌ସି

ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ୱେ କେନ୍ଦ୍ରୀୟ ଲୋକସେବା ଆୟୋଗ (UPSC) ୨୦୧୯ ବର୍ଷ ପାଇଁ ଅନୁଷ୍ଠିତ ସିଭିଲ ସର୍ଭିସ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କ Read More