Fake Job Website: ନକଲି ଚାକିରି ପୋର୍ଟାଲ ଖୋଲି କୋଟିଏ ଟଙ୍କାର ଠକେଇ, ୨୭ ହଜାର ଲୋକ ଠକେଇର ଶିକାର

ଦିଲ୍ଲୀ: କରୋନା କାଳରେ ବହୁତ ଲୋକ ନିଜ ଚାକିରୀ ହରେଇ ବେକାର ହୋଇଛନ୍ତି। ଏହାର ସୁଯୋଗ ନେଇ କିଛି ଠକ ନକଲି ୱେବସାଇଟ (Fake Website) ଖୋଲି Read more