ଏଥର ବିନା ପରୀକ୍ଷାରେ ମିଳିବ ଡ୍ରାଇଭିଂ ଲାଇସେନ୍ସ, ଆଉ ଯିବାକୁ ପଡିବନି RTO

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (Driving License) ପାଇଁ ଆପଣଙ୍କୁ ଆରଟିଓ କାର୍ଯ୍ୟାଳୟ (RTO) କୁ ଯାଇ ଆଉ ଡ୍ରାଇଭିଂ ପରୀକ୍ଷା (Driving Testing) ଦେବାକୁ ପଡିବ ନାହିଁ। Read more