Covid Saathi Odisha ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟକ୍ତିଗତ ହେଲ୍ପଲାଇନ ଲଞ୍ଚ, ଯୋଗାଇବ କରୋନା ସଂକ୍ରମିତଙ୍କୁ ସେବା

ଭୁବନେଶ୍ଵର: ଦେଶରେ ବର୍ତ୍ତମାନ ଦ୍ଵିତୀୟ ଲହର କରୋନା ସଂକ୍ରମଣ (Corona Pandemic)ଚିନ୍ତାଜନକ ପରିସ୍ଥିତି ସୃଷ୍ଟିକରିଛି। ଦୈନିକ ସାଢେ ତିନି ଲକ୍ଷରୁ ଅଧିକ କୋଭିଡ଼ ରୋଗୀ ଚିହ୍ନଟ ହେଉଛନ୍ତି। Read more