COVID-19 vaccination Odisha: ଆଜିଠାରୁ ପୁଣି ଟୀକାକରଣ ଆରମ୍ଭ, ଉଭୟ ଅନଲାଇନ ଅଫ ଲାଇନରେ ଆରମ୍ଭ

ଭୁବନେଶ୍ଵର : (COVID-19 vaccination Odisha) ବିଶ୍ୱରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଓଡ଼ିଶାରେ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ପୁଣି ଥରେ ଆରମ୍ଭ ହେଉଛି। Read more