ବିଦେଶୀ ଟି-ଶାର୍ଟ ପିନ୍ଧି ରାହୁଲ ବାବା ଭାରତ ଯୋଡ଼ିବାକୁ ବାହାରିଛନ୍ତି: ଗୃହମନ୍ତ୍ରୀ ଅମିତ ଶାହା

ଯୋଧପୁର: କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା (Union Home Minister Amit Shah) ଶନିବାର ରାଜସ୍ଥାନର ଯୋଧପୁରରେ “ବୁଥ୍‌ ସଂକଳ୍ପ ମହାସମ୍ମେଳନ” କୁ ସମ୍ବୋଧିତ କରିଛନ୍ତି। Read more