Covid-19: କରୋନାରୁ ମୁକ୍ତ ହେବାପରେ ମଧ୍ୟ ସଂକ୍ରମଣର ବିପଦ ଅଛି: ICMR

ନୂଆଦିଲ୍ଲୀ:କରୋନା ମହାମାରୀ (Corona Pandemic) ରୁ ମୁକ୍ତ ହେବାପରେ ସମ୍ପୂର୍ଣ୍ଣ ବିପଦ ଯାଏନାହିଁ। ଏପରି ଆଶଙ୍କା ପ୍ରକାଶ କରିଛନ୍ତି ଆଇସିଏମଆର (ICMR) ର ଜଣେ ବରିଷ୍ଠ ଅଧିକାରୀ। Read more