Odisha: ଓଡ଼ିଶା ସରକାର ଜାରି କଲେ ନୂଆ ଗାଇଡଲେନ୍ସ,ଅଧା କର୍ମଚାରୀ ଆସିବେ ଅଫିସ

ଭୂବନେଶ୍ଵର: କୋଭିଡ୍‍ (Covid-19) ସଂକ୍ରମଣ ଲାଗି ରହିଥିବାରୁ ପରିସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ Read more