Actor Vikram Gokhale: ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ, ୪୦ ବର୍ଷ ଧରି ସିନେମାରେ ଜଡ଼ିତ

ମୁମ୍ବାଇ: Actor Vikram Gokhale ଆଜି ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିଲେ। Read more