Odisha Weather Report Updates: ଆଜି କିଛି ସ୍ଥାନରେ ହେବ ବର୍ଷା, ସୁବର୍ଣ୍ଣରେଖା ନଦୀ ଅବବାହିକାରେ ପ୍ରବଳ ବନ୍ୟାର ଆଶଙ୍କା
ଭୂବନେଶ୍ଵର: Odisha Weather Floods Latest Report Updates ରାଜ୍ୟରେ ଆଜି ଟିକେ ବର୍ଷା କମିଛି। ଲଘୁଚାପ ଦୁର୍ବଳ ହୋଇ ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଚାଲିଯାଇଛି। ଓଡ଼ିଶାରେ
Read More
