UG ଓ PG ଅନ୍ତିମ ପରୀକ୍ଷା ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ବିଶ୍ୱବିଦ୍ୟାଳୟର ୟୁଜି (UG )ଏବଂ ପିଜି( PG ) ଅନ୍ତିମ ବର୍ଷ (Final)ର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସହ ଜଡିତ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। Read more